କମନ୍ସର ଅବସ୍ଥା


ବାହାରେ! କମନ୍ସରେ ୨୦୧୫ ବେଳକୁ CC ଲାଇସେନ୍ସରେ ଥିବା ୧ ବିଲିଅନରୁ ଅଧିକ କାମ

ଗତ ୫ ବର୍ଷରେ  CC ଲାଇସେନ୍ସ ଥିବା କାମ ପାଖାପାଖି ୩ ଗୁଣା ହୋଇଛି 

ସମସ୍ତ ଲାଇନସେନ୍ସ ଥିବା କାମ  
140 _ ମିଲିଅନ 2006
400 _ ମିଲିଅନ 2010
882 _ ମିଲିଅନ 2014
1.1 _ ବିଲିଅନ 2015

ଅଧିକ ଲୋକ “Free Culture” ଲାଇସେନ୍ସ  ସହିତ  ରେ ବିତରଣ କରିବା ବାଛୁଛନ୍ତି ।

CC0, PDM + ସରିଥିବା PD ଟୁଲ 3%
CC BY 24%
CC BY SA 37%
CC BY ND 2%
CC BY NC 6%
CC BY-NC-SA 14%
CC BY NC ND 14%

ଅଧିକ ଖୋଲା — ଅଧିକ ବନ୍ଦ

ଅଧିକ ଖୋଲା — ଅଧିକ ବନ୍ଦ. ଅଧିକ ବନ୍ଦ FREE CULTURE ଲାଇସେନ୍ସ ଉଭୟ ଲାଭକାରୀ ଓ ଅଣଲାଭକାରୀ ବ୍ୟବହାର ଓ ଗ୍ରହଣକୁ ଅନୁମତି ଦେଇଥାଏ


ବିଗତ ୧୨ ବର୍ଷ ଭିତରେ CC ଚିହ୍ନ ଥିବା ପବ୍ଲିକ ଡୋମେନ  ନିଜ ଆକାରର  ଦୁଇଗୁଣା ବଢ଼ିଛି

Year
  • ସରିଥିବା PD ଟୁଲ
PDM CC0 ସମସ୍ତ ଲାଇନସେନ୍ସ ଥିବା କାମ
2006 3.2 _ ମିଲିଅନ - - 3.2 _ ମିଲିଅନ
2014 5.7 _ ମିଲିଅନ 1.5 _ ମିଲିଅନ 10.3 _ ମିଲିଅନ 17.5 _ ମିଲିଅନ
2015 10 _ ମିଲିଅନ 2.6 _ ମିଲିଅନ 22.3 _ ମିଲିଅନ 34.9 _ ମିଲିଅନ

୨୦୧୫ରେ, CC ଲାଇସେନ୍ସ ଥିବା କାମ ୧୩୬ ବିଲିଅନ ଥର ବ୍ୟବହୃତ ହୋଇଥିଲା

= 1 _ ବିଲିଅନ


ବିଭିନ୍ନତା ଓ ଜାଗତିକ ଭାବେ ଜଣା

ଗତ ୧୦ ବର୍ଷ ଧରି ୯୦ ମିଲିଅନ ଥର ଦେଖା ସରିଥିବା CC ନିୟମାବଳୀ ଲୋକେ ୩୪ଟି ଭାଷାରେ CC ଲାଇସେନ୍ସରେ  ବିତରଣ କରୁଛନ୍ତି ।

(العربية) (ଆରବିକ)
беларускі (ବେଲାରୁସିଆନ)
Català (କାଟାଲାନ)
中国 (ଚାଇନିଜ*)
hrvatski (କ୍ରୋଏସିଆନ)
čeština (ଚେକ)
danske (ଡାନିସ)
Nederlands (ଡଚ)
English (ଇଂରାଜୀ*)
Esperanton (ଏସପେରାଣ୍ଟୋ)
suomi (ଫିନିସ)
français (ଫରାସୀ*)
galego (ଗାଲିସିଆନ)
Deutsche (ଜର୍ମାନ*)
ελληνικά (ଗ୍ରୀକ)
Magyar (ହଙ୍ଗାରିଆନ)
bahasa Indones (ଇଣ୍ଡୋସିଆନ)
italiano (ଇଟାଲିଆନ)
日本語 (ଜାପାନିଜ)
한국어 (କୋରିଆନ)
Latvijā (ଲାଟିଭିଆନ)
Lietuvos (ଲିଥୁଆନିଆନ)
Melayu (ମାଳୟ)
te reo Maori (ମାଓରି)
norsk (ନରଉଏଇଆନ)
*فارسي (ପର୍ସିଆନ)
polski (ପୋଲିସ)
português (ପର୍ତ୍ତୁଗିଜ)
Română (ରୋମାନିଆନ)
Русский (ରୁଷିଆନ)
Español (ସ୍ପାନିସ*)
svenska (ସ୍ୱେଡିସ)
Türk (ତୁର୍କିସ)
Український (ଇଉକ୍ରେନିଆନ)

ଗବେଷଣାରୁ ଆରମ୍ଭ କରି ବିରାଡ଼ି ଫଟୋ ଯାଏ କମନ୍ସ ଅନେକ କଣ୍ଟେଣ୍ଟ ଯୋଗାଇଥାଏ ।


CC ସବୁଠି ।
ଉଇକିପିଡ଼ିଆ ଓ ଫ୍ଲିକର ଭଳି ବଡ଼ ସଂଗଠନରୁ ଆରମ୍ଭ କରି ଆପଣଙ୍କ ଜେଜେମାଙ୍କ ବ୍ଲଗ ଭଳି ଛୋଟ ୱେବସାଇଟ ଯାଏ ମିଲିଅନ ମିଲିଅନ ୱେବସାଇଟ CC ଲାଇସେନ୍ସ ବ୍ୟବହାର କରନ୍ତି ।

- ସମସ୍ତ ଲାଇନସେନ୍ସ ଥିବା କାମ
Flickr ୩୫୬ ମିଲିଅନ ଫଟୋ
Bandcamp ୧.୯୬ ମିଲିଅନ ଗୀତ
Wikipedia ୩୫.୯ ମିଲିଅନ ପ୍ରସଙ୍ଗ
YouTube 13 _ ମିଲିଅନ ଭିଡ଼ିଓ
Jamendo 496,000 _ ଗୀତ
500px 661,000 photos
Vimeo 5 _ ମିଲିଅନ ଭିଡ଼ିଓ
Internet Archive 2 _ ମିଲିଅନ ଭିଡ଼ିଓ
FMA 86,000 _ ଗୀତ
Wikimedia Commons 21.6 million media files
Tribe of Noise 29,000 _ ଗୀତ
PLOS ୧୪୦,୦୦୦ ପ୍ରସଙ୍ଗ
Europeana ୨୦.୯ ମିଲିଅନ ଡିଜିଟାଲ ବସ୍ତୁ
Skills Commons ୨୪,୦୦୦୦ କ୍ୟାରିଅର ତାଲିମ ପୁସ୍ତିକା
Boundless 49,000 open educational resources
MIT opencourseware ୨,୩୦୦ କୋର୍ସ

୨୦୧୫ରେ Medium ଓ edX ଭଳି ବିଭିନ୍ନ ସାଇଟ ସେମାନଙ୍କ ବ୍ୟବହାରକାରୀଙ୍କ ଲାଗି CC ଲାଇସେନ୍ସ ଯୋଡ଼ିବାରେ ଲାଗିଲେ । ଏହା ଛଡ଼ା ଫ୍ଲିକର CC0 ଓ Public Domain ଚିହ୍ନ ମଧ୍ୟ ଯୋଡ଼ିଲା ।

…ଆହୁରି ଆସୁଛି!


୨୦୧୫ ପ୍ରଭାବ:  CC + ଓପନ ଏଜୁକେସନ

ଓପନ ଏଜୁକେସନ ନୀତି ଥିବା ଦେଶସମୂହ

ଓପନ ଏଜୁକେସନ -- ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, କାନାଡ଼ା, ଇଉରୋପିଆନ ଇଉନିଅନ, ଇଣ୍ଡୋନେସିଆ, ଭାରତ, ନେଦରଲାଣ୍ଡ୍ସ, ମରିସସ, ନିଉଜିଲାଣ୍ଡ, ପୋଲାଣ୍ଡ, ରୋମାନିଆ, ସ୍କଟଲାଣ୍ଡ, ସ୍ଲୋଭେନିଆ, ସ୍ଲୋଭାକ୍କ ରିପବ୍ଲିକ, ଦକ୍ଷିଣ ଆଫ୍ରିକା, ଯୁକ୍ତରାଜ୍ୟ, ଯୁକ୍ତରାଷ୍ଟ୍ର ଆମେରିକା, ଉରୁଗୁଏ, ଉଏଲ୍ସ.

ଓପନ ଏଜୁକେସନ – ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, କାନାଡ଼ା, ଇଉରୋପିଆନ ଇଉନିଅନ, ଇଣ୍ଡୋନେସିଆ, ଭାରତ, ନେଦରଲାଣ୍ଡ୍ସ, ମରିସସ, ନିଉଜିଲାଣ୍ଡ, ପୋଲାଣ୍ଡ, ରୋମାନିଆ, ସ୍କଟଲାଣ୍ଡ, ସ୍ଲୋଭେନିଆ, ସ୍ଲୋଭାକ୍କ ରିପବ୍ଲିକ, ଦକ୍ଷିଣ ଆଫ୍ରିକା, ଯୁକ୍ତରାଜ୍ୟ, ଯୁକ୍ତରାଷ୍ଟ୍ର ଆମେରିକା, ଉରୁଗୁଏ, ଉଏଲ୍ସ.

ଓପନ ଟେକ୍ସଟବୁକ ଛାତ୍ରମାନଙ୍କୁ ବଞ୍ଚାଇଦେଲା

$$୧୭୪ ମିଲିଅନ ଆଜିଯାଏ

$$୧୭୪ ମିଲିଅନ ଆଜିଯାଏ

୨୦୧୫/୧୬ ଶିକ୍ଷା ବର୍ଷ ଭିତରେ ଆହୁରି $୫୩ ମିଲିଅନ


୨୦୧୫ ପ୍ରଭାବଳ  CC + ଫାଉଣ୍ଡେସନ ଓପନ ପଲିସି

୨୦୧୫ରେ ତଳଲିଖିତ ମୁଖ୍ୟ ସଙ୍ଗଠନସବୁ ଓପନ ପଲିସି ଆଦରିନେଇଥିଲେ:

ଏହିସବୁ ସଙ୍ଗଠନ ଆପେଆପେ ଆସୁଥିବା ବଛା ବନ୍ଦରୁ ଖୋଲା ରଖି ୨୦୧୫ ବେଳକୁ $୧.୯ ବିଲିଅନ ଦାନ ଦେଇଥିଲେ ।


୨୦୧୫ ପ୍ରଭାବ:  CC + ସାଂସ୍କୃତିକ ଐତିହ୍ୟ

ସଂଗ୍ରହାଳୟ ଓ ବାକି ସାଂସ୍କୃତିକ ଅନୁଷ୍ଠାନମାନ

Rijks Museum

Brooklyn Museum

MoMA

York Museums Trust

The Art Walters Museum

Europeana

SMK (National Gallery of Denmark)

CC ର ପବ୍ଲିକ ଡୋମେନ ଟୁଲକୁ ଭଲା କହିବ ଯେ ବାହାର ଜଗତର ଡିଜିଟାଲ ଫଟୋ ଖୋଲାରେ ତଥା ଆଗଠୁ ଆହୁରି ବ୍ୟାପକ ଭାବେ ଲୋକଙ୍କ ପାଇଁ ଉପଲବ୍ଧ ।

 

#FREEBASSEL: Creative Commons ସିରିଆର ମୁଖ୍ୟ ବାସେଲ ଖାର୍ଟାବିଲ ସାଂସ୍କୃତିକ ଐତିହ୍ୟର ଡିଜିଟାଲକରଣ, ସଂରକ୍ଷଣ ଓ ବିତରଣ କରୁଥିବା ପ୍ରକଳ୍ପର ଜଣେ ମୁଖ୍ୟ ଯୋଗଦାନକାରୀ । ୨୦୧୨ ମାର୍ଚ୍ଚରୁ ସେ ସିରିଆରେ ଅନୀତିକ ଭାବେ ବନ୍ଦୀ ହୋଇଛନ୍ତି । CC ଓ ଏହାର ବୋର୍ଡ଼ ଅଫ ଡାଇରେକ୍ଟରମାନେ ବାସେଲଙ୍କ ତୁରନ୍ତ ଓ ନିରାପଦ ମୁକ୍ତି ଦାବିରେ ଲାଗିରହିଛନ୍ତି ।.


୨୦୧୫ ପ୍ରଭାବ: ସ୍ଥାନୀୟ ମୁଖ୍ୟଖବର

ମଧ୍ୟ ପୂର୍ବ ଓ ଉତ୍ତର ଆଫ୍ରିକା

ଆଫ୍ରିକା

ଇଉରୋପ

ଏସିଆ-ପାସିଫିକ

ଉତ୍ତର ଆମେରିକା

ଲାଟିନ ଆମେରିକା


ବିତରଣ ପାଇଁ ସାଧୁବାଦ

 

ସବୁ Creative Commons ଜିନିଷରେ ଯୋଗଦିଅନ୍ତୁ । ଆମ ସହ Twitter ଓ Facebookରେ ଭେଟନ୍ତୁ ।