ଗତ ୫ ବର୍ଷରେ  CC ଲାଇସେନ୍ସ ଥିବା କାମ ପାଖାପାଖି ୩ ଗୁଣା ହୋଇଛି 
ସମସ୍ତ ଲାଇନସେନ୍ସ ଥିବା କାମ | |
---|---|
140 _ ମିଲିଅନ | 2006 |
400 _ ମିଲିଅନ | 2010 |
882 _ ମିଲିଅନ | 2014 |
1.1 _ ବିଲିଅନ | 2015 |
CC0, PDM + ସରିଥିବା PD ଟୁଲ | 3% |
CC BY | 24% |
CC BY SA | 37% |
CC BY ND | 2% |
CC BY NC | 6% |
CC BY-NC-SA | 14% |
CC BY NC ND | 14% |
ଅଧିକ ଖୋଲା — ଅଧିକ ବନ୍ଦ. ଅଧିକ ବନ୍ଦ FREE CULTURE ଲାଇସେନ୍ସ ଉଭୟ ଲାଭକାରୀ ଓ ଅଣଲାଭକାରୀ ବ୍ୟବହାର ଓ ଗ୍ରହଣକୁ ଅନୁମତି ଦେଇଥାଏ
Year |
|
PDM | CC0 | ସମସ୍ତ ଲାଇନସେନ୍ସ ଥିବା କାମ |
---|---|---|---|---|
2006 | 3.2 _ ମିଲିଅନ | - | - | 3.2 _ ମିଲିଅନ |
2014 | 5.7 _ ମିଲିଅନ | 1.5 _ ମିଲିଅନ | 10.3 _ ମିଲିଅନ | 17.5 _ ମିଲିଅନ |
2015 | 10 _ ମିଲିଅନ | 2.6 _ ମିଲିଅନ | 22.3 _ ମିଲିଅନ | 34.9 _ ମିଲିଅନ |
= 1 _ ବିଲିଅନ
(العربية) (ଆରବିକ) |
беларускі (ବେଲାରୁସିଆନ) |
Català (କାଟାଲାନ) |
中国 (ଚାଇନିଜ*) |
hrvatski (କ୍ରୋଏସିଆନ) |
čeština (ଚେକ) |
danske (ଡାନିସ) |
Nederlands (ଡଚ) |
English (ଇଂରାଜୀ*) |
Esperanton (ଏସପେରାଣ୍ଟୋ) |
suomi (ଫିନିସ) |
français (ଫରାସୀ*) |
galego (ଗାଲିସିଆନ) |
Deutsche (ଜର୍ମାନ*) |
ελληνικά (ଗ୍ରୀକ) |
Magyar (ହଙ୍ଗାରିଆନ) |
bahasa Indones (ଇଣ୍ଡୋସିଆନ) |
italiano (ଇଟାଲିଆନ) |
日本語 (ଜାପାନିଜ) |
한국어 (କୋରିଆନ) |
Latvijā (ଲାଟିଭିଆନ) |
Lietuvos (ଲିଥୁଆନିଆନ) |
Melayu (ମାଳୟ) |
te reo Maori (ମାଓରି) |
norsk (ନରଉଏଇଆନ) |
*فارسي (ପର୍ସିଆନ) |
polski (ପୋଲିସ) |
português (ପର୍ତ୍ତୁଗିଜ) |
Română (ରୋମାନିଆନ) |
Русский (ରୁଷିଆନ) |
Español (ସ୍ପାନିସ*) |
svenska (ସ୍ୱେଡିସ) |
Türk (ତୁର୍କିସ) |
Український (ଇଉକ୍ରେନିଆନ) |
- | ସମସ୍ତ ଲାଇନସେନ୍ସ ଥିବା କାମ |
---|---|
Flickr | ୩୫୬ ମିଲିଅନ ଫଟୋ |
Bandcamp | ୧.୯୬ ମିଲିଅନ ଗୀତ |
Wikipedia | ୩୫.୯ ମିଲିଅନ ପ୍ରସଙ୍ଗ |
YouTube | 13 _ ମିଲିଅନ ଭିଡ଼ିଓ |
Jamendo | 496,000 _ ଗୀତ |
500px | 661,000 photos |
Vimeo | 5 _ ମିଲିଅନ ଭିଡ଼ିଓ |
Internet Archive | 2 _ ମିଲିଅନ ଭିଡ଼ିଓ |
FMA | 86,000 _ ଗୀତ |
Wikimedia Commons | 21.6 million media files |
Tribe of Noise | 29,000 _ ଗୀତ |
PLOS | ୧୪୦,୦୦୦ ପ୍ରସଙ୍ଗ |
Europeana | ୨୦.୯ ମିଲିଅନ ଡିଜିଟାଲ ବସ୍ତୁ |
Skills Commons | ୨୪,୦୦୦୦ କ୍ୟାରିଅର ତାଲିମ ପୁସ୍ତିକା |
Boundless | 49,000 open educational resources |
MIT opencourseware | ୨,୩୦୦ କୋର୍ସ |
୨୦୧୫ରେ Medium ଓ edX ଭଳି ବିଭିନ୍ନ ସାଇଟ ସେମାନଙ୍କ ବ୍ୟବହାରକାରୀଙ୍କ ଲାଗି CC ଲାଇସେନ୍ସ ଯୋଡ଼ିବାରେ ଲାଗିଲେ । ଏହା ଛଡ଼ା ଫ୍ଲିକର CC0 ଓ Public Domain ଚିହ୍ନ ମଧ୍ୟ ଯୋଡ଼ିଲା ।
ଓପନ ଏଜୁକେସନ – ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, କାନାଡ଼ା, ଇଉରୋପିଆନ ଇଉନିଅନ, ଇଣ୍ଡୋନେସିଆ, ଭାରତ, ନେଦରଲାଣ୍ଡ୍ସ, ମରିସସ, ନିଉଜିଲାଣ୍ଡ, ପୋଲାଣ୍ଡ, ରୋମାନିଆ, ସ୍କଟଲାଣ୍ଡ, ସ୍ଲୋଭେନିଆ, ସ୍ଲୋଭାକ୍କ ରିପବ୍ଲିକ, ଦକ୍ଷିଣ ଆଫ୍ରିକା, ଯୁକ୍ତରାଜ୍ୟ, ଯୁକ୍ତରାଷ୍ଟ୍ର ଆମେରିକା, ଉରୁଗୁଏ, ଉଏଲ୍ସ.
$$୧୭୪ ମିଲିଅନ ଆଜିଯାଏ
ମଧ୍ୟ ପୂର୍ବ ଓ ଉତ୍ତର ଆଫ୍ରିକା CC ସହଯୋଗୀଗଣ ଦୁଇଟି ଐତିହାସିକ ମେଳଣରେ ଭାଗ ନେଇଥିଲେ
Al Jazeera ଇଂରାଜୀ Al Jazeera ଲ୍ୟାବରୁ CC ଲାଇସେନ୍ସ ହୋଇଥିବା କାମ ଓ ଇନଫୋଗ୍ରାଫିକ୍ସ ଅନ୍ତର୍ଭୁକ୍ତ କରିଛି
ଦକ୍ଷିଣ ଆଫ୍ରିକା CC BY ଅଧୀନରେ ୧୭ବର୍ଷର ସଂସଦୀୟ ଫାଇଲ ଖୋଲାରେ ବିତରଣ କରିଛି
CC ଆଫ୍ରିକା ସହଯୋଗୀ ଓ WikiAfrica ୨ୟ ଉଇକି ଲଭ୍ସ ଆଫ୍ରିକା ଅଭିଯାନ ଆରମ୍ଭ କରିଛନ୍ତି
CC ଲାଇସେନ୍ସରେ ପିଲାଙ୍କ ବହି ଦାନ କରିବା ପାଇଁ ସହଯୋଗୀମାନେ ସ୍ଥାନୀୟ ସହଯୋଗୀ ଆଫ୍ରିକାନ ଷ୍ଟୋରିବୁକ ପ୍ରୋଜେକ୍ଟ ଓ ବୁକ ଡ୍ୟାସଙ୍କ ସଙ୍ଗେ ମିଶିଛନ୍ତି
“CC ପର୍ତ୍ତୁଗାଲ ଏକ”“CC Toolkit for Business”" ତିଆରିଛନ୍ତି"
ସାରା ଇଉରୋପର CC ସହଯୋଗୀଗଣ ଜାତୀୟ ନିୟମକାରୀନଙ୍କ ସହ ମିଶି ଇଉରୋପିଆନ ଇଉନିଅନର କଲେକ୍ଟିଭ ରାଇଟ୍ସ ମ୍ୟାନେଜମେଣ୍ଟ ଉପରେ ଏକ ନିର୍ଦ୍ଦେଶିକା ତିଆରି କରିଛନ୍ତି
CC କୋରିଆ Creative Commonsର ସିଓଲରେ ୨୦୧୫ ଗ୍ଲୋବାଲ ସମିଟ ଆୟୋଜନ କରିଥିଲା
ବିଭିନ୍ନ ଚଳଣି ଓ ସମୟ ମଣ୍ଡଳବାସୀ ଚାଇନିଜ କହୁଥିବା ସହଯୋଗୀଗଣ ୪.୦ ଲାଇସେନ୍ସ ସୁଟର ଅନୁବାଦ ଆରମ୍ଭ କରିବେ
ନିଉଅର୍କର ମିଉଜିଅମ ଅଫ ମଡର୍ଣ୍ଣ ଆର୍ଟ (MoMA) ନିଜର ସ୍ଥାୟୀ ସଂଗ୍ରହରେ CC ଲୋଗୋକୁ ପାଛୋଟି ନେଇଛନ୍ତି
U.S. ଡିପାର୍ଟମେଣ୍ଟ ଅଫ ଲେବରର $୨ ବିଲିଅନ କ୍ୟାରିଅର ତାମିଲ କାର୍ଯ୍ୟକ୍ରମ ପାଇଁ ବିଭାଗର ଅନୁଦାନ ପାଉଥିବା ସଭିଏଁ ନିଜର ପ୍ରଥମ OER ପାଇଁ ଦାନ କରିଛନ୍ତି
CC ଲାଟିନ ଆମେରିକାର ଛୋଟ-ଅନୁଦାନ କାର୍ଯ୍ୟକ୍ରମ ଏବେ ଦ୍ୱିତୀୟ ବର୍ଷରେ ଏଲ ସାଲଭାଡର, କୋଷ୍ଟାରିକା ଓ ପାରାଗୁଏରେ ଥିବା ସହଯୋଗୀମାନଙ୍କ ପାଇଁ ଅନୁଦାନ ଦେଉଛି
CC ଉରୁଗୁଏ ସ୍ପାନିସରେ ଓପନ ଲାଇସେନ୍ସିଂ ପଲିସି ଟୁଲକିଟ ଅନୁବାଦ କରିଛନ୍ତି
ସବୁ Creative Commons ଜିନିଷରେ ଯୋଗଦିଅନ୍ତୁ । ଆମ ସହ Twitter ଓ Facebookରେ ଭେଟନ୍ତୁ ।